News
lipub
samparksetu

ସୃଷ୍ଟି


” ତୁ ସୃଷ୍ଟି କଲୁ ଜଳ
  କଲୁ ତୁ ସୃଷ୍ଟି ସ୍ଥଳ
  ଓ ଆକାଶ…
  ଏହା ତୋହର ମହିମା।
 
  ମୁଁ ମାନବ…
  ଖଣ୍ଡ ବି ଖଣ୍ଡ କଲି
  ତୋ ସୃଷ୍ଟି କୁ,
  କରି ସୃଷ୍ଟି ମୁଁ ସୀମା।

  ତୁ ସୃଷ୍ଟି କଲୁ ମୋତେ…
  କଲୁ ତୁ ସୃଷ୍ଟି ମନୁଷ୍ୟ ଧର୍ମ
  ମୁଁ ମନୁଷ୍ୟ ତୋହର ସୃଷ୍ଟି।

  ମୁଁ ହିଁ ଖଣ୍ଡ ବି ଖଣ୍ଡ
  କଲି ତୋ ଧର୍ମ ର…
  କରି ମୁଁ ଅନେକ
  ଧର୍ମ ର ବୃଷ୍ଟି… ।। “
                           
               
✍️ ସୌମ୍ୟ ରଞ୍ଜନ ପଟ୍ଟନାୟକ

new life
You might also like
error: Content is protected !!