News
lipub
samparksetu

ନିଶାସକ୍ତ ଅବସ୍ଥାରେ ତଣ୍ଟି ଓ ହାତ କାଟିଲେ ଯୁବକ

ନିଶାସକ୍ତ ଅବସ୍ଥାରେ ତଣ୍ଟି ଓ ହାତ କାଟି ଜଣେ ଯୁବକ ଗୁରୁତର ହୋଇଥିବାର ଜଣାପଡିଛି। ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଗାଲୁ ଗ୍ରାମର ସତ୍ୟବ୍ରତ ବେହେରା।

ଏକ ଔେଷଧ ଦୋକାନ ଆଗରେ ଯୁବକ ଜଣଙ୍କ ଛିଡା ହୋଇଥିବା ବେଳେ ହଠାତ ଏକ ବ୍ଲେଡରେ ହାତ ଓ ତଣ୍ଟିକୁ କାଟି ଦେଇଥିଲେ।ତାଙ୍କୁ ସ୍ଥାନିୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି।ତେବେ ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଏହିଭଳି କାଣ୍ଡ କରିଥିବାର ସୂଚନା ମିଳିଛି ।

new life
You might also like
error: Content is protected !!