News
lipub
samparksetu

ବାଲିଗୋରଡ଼ ପଂଚାୟତରେ କଲ୍ୟାଣ ମଣ୍ଡପ ଉଦଘାଟନ

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ପଂଚାୟତରେ ଆଜି କଲ୍ୟାଣ ମଣ୍ଡପ ଉଦଘାଟନ ହୋଇଛି ।କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହାକୁ ଉଦଘାଟନ କରିଥିଲେ ।ମୁଖ୍ୟ ଅତିଥି କହିଲେ ଏହା ହେବାଦ୍ୱାର ପଂଚାୟତ ର ଆୟ ବଢିବ ଆଉ ଗାଁର ଉର୍ଣ୍ଣତି ହେବ ।

ଏଠାରେ ଅନ୍ୟତମ ଅତିଥି ଭାବରେ କାମାକ୍ଷାନଗର ବିଡ଼ିଓ ବିକାଶ କୁମାର ମହାନ୍ତି,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ସରପଞ୍ଚଙ୍କ ଦୀପ୍ତିମୟୀ ସାହୁ,ଯନ୍ତ୍ରୀ ମନୋଜ ଦାସ,ନିର୍ବାହୀ ଅଧିକାରୀ ମାଧବାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଏହା ହେବା ଦ୍ୱାରା ଏବେ ଗାଁ ର ବିବାହ ଏଠାରେ ଅନୁଷ୍ଠିତ ହୋଇପାରିବ ।

new life
You might also like
error: Content is protected !!