News
lipub
samparksetu

ଗୁଣିଆ ସନ୍ଦେହରେ ମାଡ଼ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମରେ ଗୁଣିଆ ସନ୍ଦେହରେ ସେହି ଗ୍ରାମର ଜନଜାତି ସମ୍ପ୍ରଦାୟ ମାନଙ୍କୁ ନିସ୍ତୁକ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି ।

ଗ୍ରାମରେ କୌଣସି କାରଣରୁ ୪ରୁ ୫ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଗ୍ରାମେ ରବି ମୁଣ୍ଡା ଙ୍କ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇପଡିବାରୁ ପୂର୍ଵ ଏବଂ ବର୍ତ୍ତମାନ ସମସ୍ୟାକୁ ନେଇ ଗ୍ରାମରେ ଥିବା କାର୍ତ୍ତିକ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ । ଖବର ପାଇ କଙ୍କଡ଼ାହାଡ଼ ଥାନା ଅଧିକାରିଣୀ ନିର୍ମଳ। ଗୋଚ୍ଛାୟତ ଏବଂ ଅନ୍ୟ ଅଧିକାରୀ ମାନେ ପହଁଚି ଅନ୍ଧ ବିଶ୍ୱାସ କୁ ବିଶ୍ୱାସ ନକରି ପିଲାକୁ ତୁରନ୍ତ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ କାର୍ତ୍ତିକ ମୁଣ୍ଡା ଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା କରାଇଥିଲେ ।

new life
You might also like
error: Content is protected !!