News
lipub
samparksetu

ଟ୍ରକ୍ ସହିତ ପାଣି ଟ୍ୟାଙ୍କର ଧକ୍କା ,ଦୁଇ ଆହାତ

ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ।

ଫଳରେ ଡ୍ରାଇଭର ଅରୁଣ ସିଂହ ଗୁରୁତର ଆହାତ ହୋଇଥିବା ବେଳେ ଏକ ଠିକା କମ୍ପାନୀର କର୍ମଚାରୀ ରାଜେଶ ଜେନ୍‌ ଆହାତ ହୋଇଥିଲେ। ଘଟଣା ସ୍ଥଲରେ ପୋଲିସ୍‌ ତଦନ୍ତ ଜାରି ରଖିଥିବା ବେଳେ ଡ୍ରାଇଭର ଅରୁଣ ସିଂହ କଟକ ମେଡ଼ିକାଲ ପଠା ଯାଇଛି । ଅନ୍ୟ ଜଣେ ଭୁବନ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସୂଚନା ।

new life
You might also like
error: Content is protected !!