News
lipub
samparksetu

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷନଗର ବ୍ଲକ ସୋଗର ଗାଁ ନୋଡାଲ ୟୁପି ସ୍କୁଲ ର ଛାତ୍ରଛାତ୍ରୀ ମାନେ ଆଜି ମଧ୍ୟାହ୍ନ ଭୋଜନ ଖାଇ ସାରିଲା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି ।

ସ୍କୁଲରେ ମୋଟ ୩୪୫ ଛତ୍ରଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୬୦ ରୁ ଉର୍ଦ୍ଧ୍ବ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ କିଛି ଛାତ୍ର ଛାତ୍ରୀ ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ କିଛି ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି ।ଘଟଣା ସ୍ଥଳରେ ପୋଲିସ,ସ୍ଵାସ୍ଥ୍ୟ ବିଭାଗ ଏବଂ ବ୍ଲକ ଶିକ୍ଷା ଅଧିକାରୀ ପହଁଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

new life
You might also like
error: Content is protected !!