News
lipub
samparksetu

ସଦର ବ୍ଲକରେ ସଂରକ୍ଷଣକୁ ନେଇ ଅସନ୍ତୋଷ ; ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ସରପଞ୍ଚ ,ସମିତି ସଭ୍ୟ ସଂରକ୍ଷଣକୁ ନେଇ ଅସନ୍ତୋଷ ଦେଖାଦେବା ସହିତ ପୁର୍ନବିଚାର ପାଇଁ ଜିଲ୍ଳା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ତାଲିକାରେପ୍ରଥମେ

ସୁବର୍ଣ୍ଣ ଙ୍କୁ ଆବାସ ଯୋଜନା ସାତସପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ରେଣ୍ଠାପାଟ ପଞ୍ଚାୟତର ତଳପାଣିଗେଙ୍ଗୁଟିର ସୁବର୍ଣ୍ଣ ନାୟକଙ୍କ ସ୍ଵାମୀ ବିଗତ ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ନିଜର ତିନି ଝିଅ ଓ ଦୁଇ ପୁଅ କୁ ନେଇ ଅତି ଅଭାବ ଅନଣ୍ଟନରେ ଜୀବନ ବିତାଉଛନ୍ତି । ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଓ ବିଜୁ

ରତନପୁର ଗ୍ରାମ ପଂଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ କଲେ ବିଧାୟକ

ଢେଙ୍କାନାଳ ଜିଲ୍ଲା ,ଗଁଦିଆ ବ୍ଲକ ରତନପୁର ଗ୍ରାମ ପଂଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ ଉତ୍ସବରେ ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ପ୍ଲାଷ୍ଟିକ ର ବନ୍ଦ ପାଇଁ ମୋର ସବୁଜ ପ୍ରତିଶ୍ରୁତି କାର୍ଯ୍ୟକ୍ରମ…

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପ୍ଲାଷ୍ଟିକ ର ବନ୍ଦ ପାଇଁ , ମୋର ସବୁଜ ପ୍ରତିଶ୍ରୁତି

ଚୂଆରେ ପଡି ଚାଲିଗଲା ୫ ବର୍ଷ ଶିଶୁର ଜୀବନ !

ମୃତ୍ୟୁ କେମିତି କେତେବେଳେ ଆସେ କେହିବି କହିପାରେନି। ଖେଳୁ ଖେଳୁ ଚାଲି ଗଲା କଁଅଳ ଜୀବନ । ଢେଙ୍କାନାଳ ଜିଲ୍ଲାର, ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ ଘଟିଛି ଏ ଭଳି ଦୁଃଖଦ ଘଟଣା । ଉକ୍ତ ଗ୍ରାମର ଶୁକାନ୍ତ ଖଟୁଆ ଙ୍କ ପୁଅ ଟକୁଲ ଖଟୁଆ (୫) ଆଜି ଦିନ ୯ ଘଟିକା ସମୟରେ ଘର ପାଖରେ ଥିବା ଏକ

ବିଦ୍ୟାଳୟ ତୋରଣ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୋରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦର୍ଶାଇ ଗ୍ରାମାବାସୀ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରକାରଙ୍କ ତରଫରୁ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ବିଦ୍ୟାଳୟର ଗେଟ କାର୍ଯ୍ୟ

ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ

ସିମିନଈ ନୋଡାଲ ବିଦ୍ୟାଳୟରୁ ଚୋରୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅନ୍ତର୍ଗତ ସିମିନଈ ଉଚ୍ଚ ପ୍ରାଥମିକ ନୋଡାଲ ବିଦ୍ୟାଳୟରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଟଙ୍କା ସହିତ ଗ୍ୟାସ ଚୁଲା ଚୋରୀ କରିଥିବାର ଥାନାରେ ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପ୍ରଧାନ ଶିକ୍ଷକଙ୍କ କୋଠରୀର ତାଲା

ବ୍ୟାନର କୁ ନେଇ ଗୋଷ୍ଠୀ ସଂଘର୍ଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ନିହଲପ୍ରସାଦ ଥାନା ପିଙ୍ଗୁଆ ଗ୍ରାମର ଶ୍ରୀନିବାସ ସାହୁ ଙ୍କ ଏକ ବ୍ୟାନରରେ ବିଧାୟକଙ୍କ ଫଟୋ ଲାଗିଥିଲା ଯାହାକି ନୂଆ ପିଙ୍ଗୁଆ ଅଂଚଳରେ ଟଙ୍ଗା ଯାଇଥିଲା । ଯାହାକୁ ମମତା ମହାଳିକଙ୍କ ପୁଅ କାଳିଆ ମହାଳିକ ଲଗାଇଥିଲେ ।ଏହକୁ ବିରୋଧ କରିଥିଲେ କୈଳାଶ ନାୟକ ଙ୍କ

ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇିଁ ପଦବୀ ସଂରକ୍ଷଣ ନିମନ୍ତେ ଦାବିପତ୍ର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇିଁ ସଂରକ୍ଷଣ ଲିଷ୍ଟ ସରକାର ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲାପରିଷଦ ପଦବି ପାଇିଁ ଘୋଷଣା କରିସାରିଥିବା ବେଳେ ଆଦିବାସି ସଂପ୍ରଦାୟ ଲୋକମାନଙ୍କ ପାଇିଁ କୈାଣସି ପଦବି ସଂରକ୍ଷିତ ରହିନାହିଁ। ଯାହା ଫଳରେ ଆଜି
error: Content is protected !!