News
lipub
samparksetu

ଭୁବନରେ ପାଳନ ହେବ କାଶୀ ଉତ୍ସବ

ବିଶ୍ୱ ସ୍ତରରେ ଭାରତର ନାମର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବାକୁ ହେଲେ ମଠ ମନ୍ଦିରର ଅସ୍ମିତାକୁ ବଜାୟ ରଖିବାକୁ ପଡିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରର ବିଶ୍ୱସ୍ତରୀୟ ଉତ୍ସବ ଉଦଯାପନ କାର୍ଯ୍ୟକ୍ରମ ୧୩

ବାଛୁରୀକୁ ଧକ୍କାଦେଇ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଣପାଳ ଗ୍ରାମର ବରିଷ୍ଠ ନାଗରିକ ଗୋପାଳ ଘୋଷ ଗତ ୬ ତାରିଖ ଅପରାହ୍ନରେ ନିଜ ଘରକୁ ଫେରୁଥିବା ବେଳେ ମହୁଳପାଳ ଗ୍ରାମ ରାସ୍ତାରେ ଏକ ବାଛୁରୀ ତାଙ୍କ ମଟର ସାଇକେଲ ଆଗକୁ ପଶିଆସିବାରୁ ସେ ବାଛୁରିକୁ ଧକ୍କ। ଦେବା ସହ ନିଜେ ଦୃର୍ଘଟଣାର ଶୀକାର ହୋଇଥିଲେ ।

ସିଡିଏସଙ୍କ ଦେହାନ୍ତରେ ମହମବତୀ ଶୋଭାଯାତ୍ରା

ଢେଙ୍କାନାଳ ଜିଲ୍ଲା ଭୁବନ କାଳୀବଜାର ଠାରେ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତି ସମୁଖରେ ଭୁବନର ବୁଦ୍ଧୀଜୀବୀଙ୍କ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସୁପୁତ୍ର ରାଣାପ୍ରତାପଦାସଙ୍କ ଦେହାନ୍ତରେ

ଅନ୍ଧାର ରାତିରେ କୂଅରେ ପଡି ଯୁବକଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଥିବା ଏକ କୂଅରେ ପଡି ଜଣେ ଯୁବକଙ୍କ ଆଜି ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ । ସୂଚନା ଅନୁଯାୟୀ , ବିରଞ୍ଚି ଗତକାଲି ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ

୮୯% ଦିବ୍ୟାଙ୍ଗ ନାବାଳିକାକୁ ବି ନାହିଁ ଭତ୍ତା !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ସୁରେଶ ନାଏକଙ୍କ ଝିଅ ଜଣେ ଦିବ୍ୟାଙ୍କ ନାବାଳିକାହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ସରକାରଙ୍କ ତରଫରୁ କୌଣସି ଭ । କିମ୍ବା ସହଯୋଗ ମିଳିନଥିବାରୁ ପିତାମାତାନିରାଶ ହୋଇପଡିଛନ୍ତି । ଗ୍ରାମର ସୁରେଶ ନାଏକଙ୍କ ଝିଅ ସୁମିତ୍ରା

ଏନସି ଟ୍ୟାଗ୍ ହଟାଇବା ଦାବିରେ ଢେଙ୍କାନାଳରେ ଗଣ ଗିରଫଦାରୀ

ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବିରେ ଏନଆଇଓ ଅସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ବୁଧବାର ଦିନ ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି ଟ୍ୟାଗ୍ ହଟା ନ ଗଲେ

ଶୀତ

ଶୀତ ଏକ ମଖମଲୀରୁପା ର ଚାଦରବୁନ୍ଦା ବୁନ୍ଦା ଶିଶିର ବିନ୍ଦୁରେକଅଁଳିଆ ସୂର୍ଯ୍ୟ ର ପ୍ରତିଛବିଫୁଲ ଦୋଳିରେ ଝୁଲୁଥିବାସମୟର ବୈଭବ କୁଚିତ୍ରଣ କରୁଥିବା ବରିଷ୍ଠ ଚିତ୍ରକର ଭଳିଉଡାତ୍ତ, କମନୀୟନୀରବ, ନିଥର || ଶୀତ ଏକ ସମାହାରଜୀବନ, ମୃତ୍ୟୁ ର |ଗଦା ଗଦା ରେଶମୀ ବସ୍ତ୍ର ରେହସୁଥିବା

ସଞ୍ଜୟ କଲୋନୀ ଆକ୍ରମଣ ଘଟଣା ;୧ ଗିରଫ ,୩ ଫେରାର

ଟାଉନ ଥାନା ଅନ୍ତର୍ଗତ ସଞ୍ଜୟ କଲୋନୀରେ ଗତ ୧୯ ତାରିଖ ଦିନ ପୂର୍ବ ଶତୃତାକୁ ନେଇ ୪ ଜଣ ଯୁବକପ୍ରକାଶ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଥାନାରେ ୫୧୧/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ଗତ କାଲି ରାତିରେ ପୁରୀ ସଦର ଥାନା

ଜମିପଟ୍ଟା ପ୍ରଦାନ ଦାବୀ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ବସବାସ କରୁଥିବା ୨୨ ଟି ପରିବାରକୁ ଜମି ପଟ୍ଟା ପ୍ରଦାନପାଇଁ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଏଠାରେ ବସବାସ କରୁଥିବା ବ୍ୟକ୍ତମାନେ୨୦୧୮ ମସିହାରୁ ରହୁଥିଲେ ମଧ୍ୟ ଏଯାଏଁ ଟୋକନ ମିଳିଥିଲେ ମଧ୍ୟ ଜମି

ବିଧବା ମହିଳାଙ୍କୁ ଥାନାରେ ମାନସିକ ନିର୍ଯ୍ୟାତନା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦାଶିବପୁର ଗ୍ରାମର ଜନୈକା ବିଧବା ମହିଳା ଜମିବାଡିକୁ କେନ୍ଦ୍ର କରିଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ଅପମାନିକକରିବା ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
error: Content is protected !!