ଗାଁ କୁ ଯାଇଥିବା ଯୋଗାଣ କର୍ମଚାରୀ ଙ୍କୁ ବନ୍ଦି ରଖିଲେ ଗ୍ରାମବାସୀ
ଭୁବନ ବ୍ଲକ ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘ କୁ ଧାନ ବିକ୍ରୀ କରିବେ ନାହିଁ ବୋଲି ବାରମ୍ବାର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ କରିବା ନାମରେ ଗାଁ କୁ ଯାଇଥିବା ୩ ଜଣ ଅଧିକାରୀ ଙ୍କୁ ଗ୍ରାମବାସୀ ଡିହ ସାହି ମଣ୍ଡପ ରେ ବନ୍ଦି କରି ରଖିଥିବା ଜଣା ପଡିଛି । ଯେ!-->…