News
lipub
samparksetu

ମଠକରଗୋଳା ମହାବିଦ୍ୟାଳୟର ପାଇଁ ଗୌରବ ଆଣିଲେ ଶ୍ରୀଚନ୍ଦନ

ଢେଙ୍କାନାଳ ଜିଲ୍ଲା ମଠକରଗୋଳା ମହାବିଦ୍ୟାଳୟ ଇଂରାଜୀ ବିଭାଗର ଛାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ ମଧ୍ୟରେ ଚତୁର୍ଥ ସ୍ଥାନ ପାଇଛନ୍ତି ଶ୍ରୀ ଚନ୍ଦନ ବିଶ୍ୱାଳ । ଶ୍ରୀ ଚନ୍ଦନ ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ ଇଂରାଜୀ ପ୍ରଫେସର ସ୍ବର୍ଗତ ନିତ୍ୟାନନ୍ଦ ରାୟ ଙ୍କ ନାତି ଅଟନ୍ତି

ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା କାର୍ଯ୍ୟରତ ପୋଲିସ କର୍ମଚାରୀ ଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ଆଜି କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ଜଣକ ଗଁଦିଆ ବଣିଆପଡା ଗାଁ ର ମୁନା ଭୋଇ( ୩୧) ବୋଲି ସୂଚନା । ସୂଚନା ଅନୁଯାୟୀ , ମୁନା ନିଜ ଡ୍ୟୁଟି ସାରି ବାଇକ ନିଜ ଘରକୁ ଫେରିଥିବା ସମୟରେ ହିନ୍ଦୋଳ ରୋଡ଼

ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ ମଧ୍ୟରେ ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ମଧ୍ୟରେ ସ୍ଥାନ ପାଇଥିବା ଜଣାପଡିଛି । ଉତ୍କଳ ବିଶ୍ଵବିଦ୍ୟାଳୟ ପତ୍ର ନମ୍ବର ଇସି ୧୧୧/୧୦୧/୨୨୨ ଅନୁଯାୟୀ ଓଡ଼ିଆ ବିଭାଗର ଛାତ୍ରୀ ମୋନାଲିସା ସାହୁ ସର୍ବାଧିକ ନମ୍ବର ରଖି

ବଢିଛି ସାପ୍ତାହିକ ସଂକ୍ରମଣ ! ଢେଙ୍କାନାଳ ସମେତ ୬ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟ ସରକାର ଙ୍କୁ କେନ୍ଦ୍ର ର ପରାମର୍ଶ କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ବିଗତ ସପ୍ତାହ ରେ ଢେଙ୍କାନାଳ ସମେତ ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି

ଘରେ ପଶି ମହିଳାଙ୍କୁ ଅସଦାଚରଣ ଟଙ୍କା ମାଗିଲେ ଥାନାଧିକାରୀ, ପିଡ଼ିତା ଏସପି ଙ୍କ ଦ୍ୱାରସ୍ଥ

।ଗଁଦିଆ ଥାନା ସପୁଆଝର ଗ୍ରାମରେ ବାବାଜୀ ପ୍ରଧାନଙ୍କ ଘରେ ପଶି ସେହି ଗ୍ରାମର ଖଗ ପ୍ରଧାନ ମହିଳାଙ୍କୁ ଟଣା ଓଟରା କରିବା ସହିତ ଅସଦାଚରଣ କରୁଥିଲା।ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସିବାରୁ ଖଗ ସେଠାରୁ ଫେରାର ହୋଇଯାଇଥିଲା। ଏହି ଘଟଣାର ନ୍ୟାୟ ପାଇଁ ପିଡ଼ିତା

ନିମିଧା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ;ମାଗଣା ଔଷଧ ଏବଂ ଚଷମା ବଣ୍ଟନ

ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନିମିଧା ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ତା- ୦୪.୧୨.୨୦୨୧ ରିଖରେ ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୂଖ୍ୟ ଅତିଥି ଭାବେ AITUCର ଜାତୀୟ ସମ୍ପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କୁ ନେଇ ସରକାରଙ୍କ ସମସ୍ତ

ଝୀଲ୍ଲି ବେଆଇନ ପଥରଖଣି ମାମଲା ; ଉତ୍ତୋଳନକାରୀକୁ ୫ କୋଟି ଜୋରିମାନା କଲେ ଏନଜିଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝୀଲ୍ଲି ଗ୍ରାମ ନିକଟରେ ଥିବା ପଥର ଖଣିକୁ ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ଉକ୍ତ ଗ୍ରାମବାସୀ । ବେଆଇନ ବ୍ଲାଷ୍ଟିଂ କରି , ବେଧଡକ ରେ ଗଛ କାଟି ପଥର ଖନନ କରିବା ଦ୍ୱାରା ବହୁତ ଘର ନଷ୍ଟ ହେବା ସହିତ ଧୂଆଁ ଧୂଳିକୁ

ମା ସାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଆଜି ଢେଙ୍କାନାଳ ପୌରାଞ୍ଚଳ ସିମିଳିଆ ଗ୍ରାମରେ ମା ଶାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ କାର୍ଯ୍ୟାକାରୀ ସଭାପତି ହରିହର ପଣ୍ଡାଙ୍କ ସଭା ପ୍ରତିତ୍ଵରେ ଅନୁଷ୍ଠାନର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର

ହାତୀ ଉପଦ୍ରବରେ କ୍ଷୟକ୍ଷତି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ ଥମିବା ନା ଧରୁନି ,ଅଞ୍ଚଳରେ ହାତୀ ଆତଙ୍କ ଏତେ ପରିମାଣରେ ବଢି ଯାଇଛି ଯେ ସନ୍ଧ୍ୟା ନହଉଣୁ ଅନେକ ଗାଁ ମାନଙ୍କରେ ତାଟି କବାଟ ପଡ଼ୁଥିବା ଜଣାପଡିଛି ।ମଝିରେ ମଝିରେ ମଣିଷ ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ ମରଣ ଯନ୍ତାରେ ପଡ଼ୁଛନ୍ତି ।
error: Content is protected !!