News
lipub
samparksetu

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେଲେ ସିଦ୍ଧାର୍ଥ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ସାଇକୃପା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ପ୍ରସାଦ ଦାସ କଠିନ ପରିଶ୍ରମରେ ନିଜ ପ୍ରତିଭାକୁ ଚମକାଇଛନ୍ତି। ୧୮ ବର୍ଷିୟ ସିଦ୍ଧାର୍ଥ ଏକ ସାଧାରଣ ସାଇକେଲକୁ ବିଦ୍ୟୁତିକ ସାଇକେଲରେ ପରିଣତ କରି ଇଣ୍ଡିଆ ବୁକ୍ ଅଫ୍

ବାରହା ଆକ୍ରମଣ ରେ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ନେଉଳପୋଇ ଗ୍ରାମରେ ବାରହା ଆକ୍ରମଣ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର କଂଗ୍ରେସ ଗଡ଼ନାୟକ (୫୫) । ସୂଚନା ଅନୁଯାୟୀ , ଗତକାଲି କଂଗ୍ରେସ ନିଜ ବିଲକୁ ଧନ କାଟିବାକୁ ଜସିଥିଲେ । ସଠାରେ ଏକ ବାରହା ତାଙ୍କୁ ଅଚାନକ

ପାଣି ପାଇଁ ଗରା ବାଲଟି ଧରି ପୂର୍ତ୍ତବିଭାଗ ରାସ୍ତାରେ ବସିଲେ ମହିଳା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତର ମହୁଲା ସାହି ର ମହିଳା ଏହି ଭଳି ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ର ମହୁଲା ଛକ ନିକଟରେ ଗରା ବାଲାଟି ଧରି ରାସ୍ତାରୋକ କରିଛନ୍ତି। ଅଭିଯୋଗକ ମୁତାବକ ଦୀର୍ଘଦିନ ଧରି ସାହିରେ ପାନୀୟ ଜଳ ସମସ୍ଯା ଦେଖାଦେଇଥିବା

ହିନ୍ଦୋଳ ଏନ ଏ ସି ଏଗାର ନମ୍ବର ୱାର୍ଡ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

ଗତକାଲି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୧ନୂତନପାଟଣା ଗ୍ରାମରେ ନୂତନ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ହୋଇଯାଇଛି।ୱାର୍ଡ କାଉନସିଲର ତଥା ଗ୍ରାମସଭାପତି ଶ୍ରୀ ଦିଲିପ କୁମାର ବେହେରା ଙ୍କ କାଉନସିଲର ଅନୁଦାନ ପାଣ୍ଠିରେ ନିର୍ମିତ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ

ସରକାରୀ ଆଲୁଅ ଅପେକ୍ଷାରେ ବାଲିଯୋରନ୍ଦା ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର ବାଲିଯୋରନ୍ଦା ଗ୍ରାମବାସୀମାନେ ଅନ୍ଧାର ରାସ୍ତାରେ ଯାତାୟାତ କରୁଛନ୍ତି l ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଆଲୋକୀକରଣ କରିବାପାଇଁ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l କିନ୍ତୁ ବିଡମ୍ବନାର

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱଚ୍ଛାସେବୀ ଙ୍କୁ ପ୍ରଶିକ୍ଷଣ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱଚ୍ଛାସେବୀଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ରେଡ଼କ୍ରସ ପତାକା ଦେଖାଇ ଆରମ୍ଭ କରାଇଥିଲେ । ମୁଖ୍ୟ ଅତିଥି ରୁପେ

ରାଣୀ ଲକ୍ଷ୍ମିବାଇ ଏବଂ ମହାରାଣୀ ସୁକଦେଇଙ୍କର ଜୟନ୍ତୀ ପାଳନ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ମହାରାଣୀ ସୁକଦେଇ ଏବଂ ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସଭାପତି ପ୍ରଭାତି ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁଷ୍ପମାଲ୍ୟ ଅର୍ପଣ କରି କହିଲେ ମହାରାଣୀ ସୁକଦେଇ ଭାରତବର୍ଷର ଏକମାତ୍ର

କୁନାଲ କମ୍ପାନୀ ବେଆଇନ ମରମ ଉଠାଣ ପ୍ରସଙ୍ଗ ; ଜଙ୍ଗଲ ଓ ପରିବେଶ କ୍ଷତିପୂରଣ ଆକଳନ ନିର୍ଦ୍ଦେଶ ଦେଲେ ଏନ୍ ଜି ଟି

ତାଳଚେର-ଡୁବୁରୀ ଜାତୀୟ ରାଜପଥ ସଂପ୍ରସାରଣ ଚାଲିଥିବା ବେଳେ , ବହ୍ଲର ଛକ ଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ କୁନାଲ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ଉକ୍ତ କାର୍ଯ କରୁଥିବା ବେଳେ ଆଇନ ଉଲ୍ଲଂଘନ କରି ଜଙ୍ଗଲ ଜମି ରୁ ବେଆଇନ ମରମ ଓ ମାଟି ଉଠାଣ କରୁଥିବା ନେଇ

ପୋଖରୀ ରେ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ଚିତଲପୁର ଗାଁ ରେ ଆଜି ଜଣେ ଦୃଷ୍ଟିହୀନ ବୃଦ୍ଧା ଗ୍ରାମ ପୋଖରୀ ରେ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି । ମୃତ ବୃଦ୍ଧା ଜଣକ ହେଲେ ବୁଟି ସେନାପତି (୫୬) । ସୂଚନା ଅନୁଯାୟୀ , ବୁଟି ଆଜି ପୋଖରୀ କୁ ଗାଧୋଇବାକୁ ଯାଇଥିଲେ ,

ସରକାରୀ ସହାୟତା ଅପେକ୍ଷାରେ ରହି ଜୀବନ ସହ ସଗ୍ରାମ କରୁଛନ୍ତି ନରହରି

ସରକାରୀ ସହାୟତା ଅପେକ୍ଷାରେ ନରହରି। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅଧୀନରେ ଥିବା ମଠତେନ୍ତୁଳିଆ ପଞ୍ଚାୟତର ମଠତେନ୍ତୁଳିଆ ଗ୍ରାମର ନରହରୀ ପଲେଇ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଅଛନ୍ତି ତେଣୁ ଦୁଃଖ ରେ ଦିନ କାଟୁଛନ୍ତି ପରିବାର । ନରହରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ
error: Content is protected !!