H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ରେ ଗନ୍ଧାପାଳ ଚମ୍ପିୟାନ
H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ରେ ୧୬ଗୋଟି ଭାଗ ନେଇ ଥିବା ବେଳେ ୨ଗୋଟି ଟିମ୍ S.S.C.K ଗନ୍ଧାପାଳ ଓ M.B.C.Cବାମ୍ବିଲୋ ଫାଇନାଲକୁ ଉତିନ୍ନ ହୋଇଥିଲ । ପ୍ରଥମ ବ୍ୟାଟିଂ କରି ଗନ୍ଧାପାଳ ୧୪ ଓଭରରେ ୧୦୪ରନ୍ କରିଥିବା ବେଳେ!-->…