ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଧିରପଟଣl ଗ୍ରାମପଞ୍ଚାୟତ ରେ ଇଂରାଜୀ କୀଟ୍ ବଣ୍ଟନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ସଦର ବ୍ଲକ୍ ର ସଭାପତି ଅର୍ଜୁନ ସାହୁ ଙ୍କ ନେତୃତ୍ଵରେ ଧିରପଟଣl ପଞ୍ଚାୟତର ବିଭିନ୍ନ ଗ୍ରାମରେ କୀଟ୍ ବଣ୍ଟନ କରାଯାଇଛି I ଫୋରମ୍ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଏହି ବର୍ଷକୁ ଶିକ୍ଷା ବର୍ଷ ରୂପେ ପାଳନ କରାଯାଇ ଛୋଟ ଛୋଟ!-->…