ମର୍ଣ୍ଣିଙ୍ଗ ୱାକ ବେଳେ ଲକ୍ଷେ ଟଙ୍କିଆ ସୁନାହାର ଲୁଟ
ଭୁବନ ଥାନା ଅଚଂଳରେ ଦିନକୁ ଦିନ ଚୋରୀ ରାହାଜାନୀ ବୃଦ୍ଧି ପାଉଥିବାର ଦେଖାଦେଇଛି । ବୁଧବାର ଭୋର ସମୟରେ ପୃଷ୍ଟିପାଟଣା ପେଣ୍ଠସାହିରୁ ବିଧେଶ୍ୱର ରାସ୍ତାରେ ମର୍ଣ୍ଣିଙ୍ଗ ୱାକ ଯାଇଫେରୁଥିବା ବେଳେ ଜଣେ ବୃଦ୍ଧା ମହିଳାଙ୍କ ବେକରୁ ଲକ୍ଷେ ଟଙ୍କାର ଏକ ସୁନାହାରକୁ ଜଣେ ଦୁର୍ବୃତ୍ତ ଛିଡାଇ!-->…