News
lipub
samparksetu

ମଠକରଗୋଳା କଲେଜରେ ରକ୍ତଦାନ ଶିବିର ; ୬୫ ୟୁନିଟ ସଂଗ୍ରହ

ମଠକରଗୋଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ରକ୍ତଦାନ ଶିବିର । ଏହି ଶିବିରକୁ ଅଧକ୍ଷ ଚିତରଂଜନ ଦାସ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସେବାସଂସ୍ଥା ଆୟୋଜନାରେ ରକ୍ତଦାନ ଶିବିରରୁ ୬୫ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଢେଙ୍କାନାଳ ରକ୍ତ

ରେଲୱେ ଟ୍ରାକରୁ ମେଟାଲ ଚୋରି ଅଭିଯୋଗରେ କବାଡି ମାଲିକ ସହ ୨ ଗିରଫ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରୁ ଇଂଜିନିୟରିଂ ମେଟାଲ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ରେଲୱେ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ମେନରୋଡ଼ ସ୍ଥିତ ଏସାର ପେଟ୍ରୋଲ ପମ୍ପ ପାଖ କବାଡି ଦୋକାନର ମାଲିକ ଏମ.ଡି

କଙ୍କଡ଼ାହାଡ଼ କଲେଜରେ ଜାତୀୟ ସେବା ଦିବସ ପାଳିତ

କଙ୍କଡ଼ାହାଡ଼ କଲେଜ ପରିସରରେ" ଜାତୀୟ ସେବା ଯୋଜନା" ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ କୋଭିଡ-୧୯ କଟକଣା ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ସଭାପତିତ୍ବ କରି ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହି ଦିବସର ଗୁରୁତ୍ୱ ବିଷୟରେ ସ୍ବେଚ୍ଛାସେବୀ ଓ ଛାତ୍ର ଛାତ୍ରୀ ମାନଙ୍କୁ

ଶ୍ମଶାନ ଜୁଇରେ ଜଳିଗଲେ ଶବବାହକ ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଶ୍ମଶାନ ଜୁଇରେ ଜଳିଗଲେ ଦୁଇ ଶବବାହକ ଏବଂ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଏ ଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବତାସିଂହ ଗାଁରେ । ଆଜି ସକାଳେ ଗାଁର ଅକ୍ଷୟ ବେହେରାଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିଲା । ତାଙ୍କ ଶବକୁ ଗାଁ

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ!

ଦୀର୍ଘ ବର୍ଷର ଶିକ୍ଷକତା ରୂପେ ଅନେକ ମେଧାବୀ ଛାତ୍ର-ଛାତ୍ରୀ ତାଙ୍କ ଠାରୁ ଶିକ୍ଷା ଆରମ୍ଭ କରିଥିଲେ। ୧୯୮୧ ମସିହାରେ ଶିକ୍ଷୟିତ୍ରୀ ଭାବେ ତୁମୁଁସିଙ୍ଗା ଉ.ପ୍ରା. ବିଦ୍ୟାଳୟ ବର୍ତ୍ତମାନର ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ ଯୋଗ ଦେଇଥିଲେ। ଗମନାଗମନ ଅସୁବିଧା ଝାଟିମାଟି ଘରେ ବିଦ୍ୟାଳୟଟି

।। ଏକ ଅବ୍ୟକ୍ତ ସମ୍ପର୍କ ।।

ଅନେକ ଅଧୀରତା ଜାବୁଡ଼ିଧରି କ୍ଷତ ବିକ୍ଷତ କରୁଥିଲାମୋର ସୁକୁମାରୀ ମନ ତୁମ ଠାରୁ ଅନୁରୋଧରଭିକ୍ଷା ସଂଗ୍ରହ ଅଭିଯାନରଆବଶ୍ୟକତାରେ ମଧ୍ୟକୁଠାରାଘାତ ହେବାକୁତିଳେ ମାତ୍ର ମୋରକୁଣ୍ଠାବୋଧ ନଥିଲା ଅଭିମାନର ଅନ୍ତରାଳେମଧୂର ସମ୍ପର୍କର ଦୃଢ଼ତାନବୀକରଣ ଯୋଗ୍ୟବିବେଚିତ ହେଉଥିଲା ସେଇ

ଅକ୍ଟୋବର ୧୯ ରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ; ୪ଫୁଟ ମଧ୍ୟରେ ରହିବ ମା ଙ୍କ ମୂର୍ତ୍ତି…

ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର ୧୯ ରେ ଆରମ୍ଭ ହେବ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ କାବେରା ଅଞ୍ଚଳରେ ସିରିଜ ଲୁଟ ଘଟିଛି । ଗତ ୫ମାସରେ ୫ଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ପୋଲିସକୁ ସଫଳତା ମିଳିନାହିଁ। ଆଜି ଚବିଶକୁଦ ଗ୍ରାମ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୈ।ରାଙ୍ଗ ଚରଣ ଦାସଙ୍କ ଘରୁ ଦୁବ୍ରୃତ ମାନେ ତାଲା ଭାଙ୍ଗି ଚୋରି

ଜିଆରଏସ ଙ୍କ ବଦଳି ବାତିଲ କରିବାପାଇଁ ପଞ୍ଚାୟତ ବାସୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ

ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତର ଜିଆରଏସଙ୍କ ଅନ୍ୟତ୍ର ବଦଳିକୁ ବାତିଲ କରିବାପାଇଁ ଶତାଧିକ ପଞ୍ଚାୟତ ବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ପ୍ରକାଶ ଥାଉକି, ଉକ୍ତ ଜିଆରଏସ ଅନ୍ୟ ପଞ୍ଚାୟତର ବାସିନ୍ଦା ହୋଇଥିଲେ ମଧ୍ୟ ସରକାରଙ୍କ ପ୍ରତ୍ୟେକ

ଭାଗିରଥି ସାଗରର ଉନ୍ନତିକରଣ ନିମିତ୍ତ ସୁରକ୍ଷା ସମିତି ଓ ପୌର ଯନ୍ତ୍ରୀଙ୍କର ପରିଦର୍ଶନ

ଭାଗିରଥି ସାଗରର ସୁରକ୍ଷା ଓ ଉନ୍ନତି କରଣ ପାଇଁ ଭାଗିରଥି ସାଗର ସୁରକ୍ଷା ସମିତିର ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ସମ୍ପାଦକ, ଅନ୍ୟ ସଦସ୍ୟ ଏବଂ ପୌର ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ l ପୌର ପରିଷଦର ପ୍ରସ୍ତାବିତ ପ୍ରକଳ୍ପ ଏବଂ ସୁରକ୍ଷା ସମିତି ପକ୍ଷରୁ ପ୍ରସ୍ତାବ ଗୁଡିକୁ
error: Content is protected !!