ବିଦ୍ୟୁତ ଖୁଣ୍ଟି ପଡି ବୃଦ୍ଧା ଗୁରୁତର ; ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ବିଦ୍ୟୁତ ବିଭାଗ ଅମଙ୍ଗ
ଅରକ୍ଷିତକୁ ଦଇବ ସାହା! ବର୍ତ୍ତମାନ ଯୁଗ ଯାହା ହୋଇଛି ଗରିବ ଲୋକଙ୍କ ପାଇଁ କାହାର ଦରଦ ନାହିଁ। ଗତ ଏଗାର ତାରିଖ ଅପରାହ୍ନର ଘଟଣା? କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗର ଗାଁ ତଳ ସାହିର ବାସନ୍ତୀ ଦେହୁରୀ ଘରୁ ଦୋକାନକୁ ଯାଉଥିବା ସମୟରେ ପବନରେ ପାଖରେ ଥିବା ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯାଇ!-->…