Author
Dhenkanal Update 4393 posts 0 comments
ମାର୍କେଟ କମ୍ଲେକ୍ସକୁ ନନ୍ଦିନୀ ଶତପଥୀ ନାମରେ ନାମିତ କରିବାକୁ ଦାବୀ
ଢେଙ୍କାନାଳ ସହରର ରଥଗଡା ନୂତନ ମାର୍କେଟ କମ୍ଲେକ୍ସକୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାମରେ କରିବାକୁ ଓଡିଶା ପ୍ରଗତି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ନବେଦନ କରାଯାଇଛି ।ପୂର୍ବରୁଏ ସଂକ୍ରାନ୍ତରେ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହି!-->!-->!-->…
ବିଦ୍ୟାଳୟ ପୋଷାକ ବଣ୍ଟନକୁ ନେଇ ଅସନ୍ତୋଷ ;ଏସଏସଜି ଗ୍ରୁପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଅଁଳାବେରେଣୀ ସିଲେଇ ଗ୍ରୁପ ତରଫରୁ ପ୍ରାକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସିଡିପିଓଙ୍କ ଜରିଆରେ ପୋଷାକ ଯୋଗାଇ ଦେଇଥାନ୍ତି ।ଚଳିତବର୍ଷ ଏହି ପୋଷାକ ପ୍ରସ୍ତୁତ ଓ ଯୋଗାଣ ପାଇଁ ଗୋଷ୍ଠିକୁ ଆଦେଇ ଦିଆଯାଇନଥିବାରୁ ଗ୍ରୁପର ସଦସ୍ୟମାନେ!-->…
ଟାଉନପ୍ଲାନିଂ ଅଞ୍ଚଳ ବାରମ୍ବାର ଜଳବନ୍ଦୀ ; ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ
ଢେଙ୍କାନାଳ ଟାଉନ ପ୍ଲାନିଂରେ ବାରମ୍ବାର ଜଳବନ୍ଦୀ ହେତୁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳ ବାସୀ ।ଏହାର ସ୍ଥାୟୀ ସମାଧାନ ପାଇଁ ଟାଉନ ପ୍ଲାନିଂ ଅଞ୍ଚଳ ବିକାଶ ସମିତି ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁପ୍ରଦାନ କରାଯାଇଛି ।ଟାଉନ ପ୍ଲାନିଂରେ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ!-->…
ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ; ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,ସଂଗୃହିତ ହେଲା ୫୯ ୟୁନିଟ ରକ୍ତ
ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ରୁ ୭ ଅକ୍ଟୋବର ୨୦ ଦିନ ବ୍ୟାପି ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲା ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ!-->…
ନଅ ଲକ୍ଷ ଟଙ୍କାର କାମ ନଅ ମାସ ବି ସ୍ଥାୟୀ ନୁହେଁ!
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଚଳିତ ବର୍ଷ ନୂଆପୁଟସାହି ଠାରୁ ବ୍ରାହ୍ମଣବନ୍ଧ ପର୍ଯ୍ୟନ୍ତ ଫିଲ୍ଡ ଚ୍ୟାନେଲ କାନ୍ଥ ଭୁଶୁଡି ପଡିଛି। ୨୦୨୦-୨୧ ଆର୍ଥିକ ବର୍ଷର ମଞ୍ଜୁର ହୋଇଥିବା ୯,୦୦,୦୦୦ ଟଙ୍କାର ଏହି ଚ୍ୟାନେଲ ଚଳିତ ବର୍ଷ ବର୍ଷା ଋତୁ!-->…
ଜିଲ୍ଲା ଚକ୍ଷୁ ବହିର୍ବିଭାଗରେ ରୋଗୀ ହଟହଟା !
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବହିର୍ବିଭାଗ ଠିକ ସମୟରେ ନଖୋଲିବା ଏବଂ ୬ ମାସ ପରେ ମଧ୍ୟ ଚଷମା ନମିଳିବାରୁ ରୋଗୀମାନେ ହଟହଟା ହେଉଛନ୍ତି l
ଗତ ଶନିବାର ଦିନ ସକାଳ ସାଢେ ୯ ଟା ପର୍ଯ୍ୟନ୍ତ ଚକ୍ଷୁ ବିଭାଗ ଡାକ୍ତର ନଆସିବାରୁ ରୋଗୀ ମାନଙ୍କ ମନରେ ବିଭିନ୍ନ ସନ୍ଦେହ ଜାତ ହେବା ସହିତ!-->!-->!-->…
ଅକ୍ଟୋବର ୧୯ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ;ମିଳିତ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଆରମ୍ଭ ହୋଇଛି ପାର୍ବଣ ଋତୁ ପାଖେଇ ଆସୁଛି ପ୍ରସିଦ୍ଧ ଲକ୍ଷ୍ମୀ ପୂଜା । ଅନ୍ୟପଟେ ଥମିନି ମହାମାରୀର ଭୟ, ତେଣୁ କଟକଣା ଭିତରେ ଢେଙ୍କାନାଳ ଜିଲ୍ଲାରେ କିପରି ସୁଚାରୁରୂପେ ପାଳନ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏନେଇ ମିଳିତ ପୂଜା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ!-->!-->!-->…
ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ଜୟନ୍ତୀ ପାଳିତ
ପରଜଙ୍ଗ ବ୍ଲକ ଜାମୁନାଳୀ ଗ୍ରାମରେ ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ୧୦୨ତମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପଣ୍ଡିତ ଲୋକ ଭଦରା ହେଉଛନ୍ତି ଆଦିବାସୀ “ହୋ” ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଆଜିର ଏହି!-->!-->!-->…