ଘର ଖଣ୍ଡେ ନଥିବାରୁ ହଟହଟା ହେଉଛନ୍ତି ଅରକ୍ଷିତ ଙ୍କ ପରିବାର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ର ବାଙ୍ଗୁରା ଗ୍ରାମର ଅରକ୍ଷିତ ସାମଲ (୬୭) ନିଜ ପତ୍ନୀ ପଞ୍ଚାଳୀ ସାମଲ(୫୫) ଏବଂ ୧ମାତ୍ର ପୁତ୍ର ବିଶ୍ବଜିତ୍ ସାମଲ (୧୩)ନେଇ ଅତି ଦୟନିୟ ଅବସ୍ଥାରେ ରହୁଛନ୍ତି | ବର୍ଷା ଯୋଗୁଁ କେତେବେଳେ କାନ୍ଥ ଖସିପଡୁଛି ତ କେତେବେଳେ ଏହି!-->…