News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨ ଟି କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-12Institutional Quarantine-NilHome Quarantine-11Local Contacts-NilIn Hospital-01 Block/ULB wise new Positive cases: Kamakhyanagar block-06(Sidheswari High School) Odapada block-04(Ekgharia-1, Nua

ଯୋରନ୍ଦା ମହିମାଗାଦିରେ ନବାନ୍ନ ଉତ୍ସବ, ଓଡିଶାର ପୁରପଲ୍ଲୀରୁ ଭକ୍ତଙ୍କ ସମାଗମ ; ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ…

ବିଶ୍ବବିଦିତ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦୀରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବିତୀୟା ଅବସରରେ ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ନୂଆ ଲାଗି କରାଯାଇଛି । ଏହାକୁ ମହିମାଗାଦିରେ

ପାଟରପଦା ଗାଁ ରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ ; ଅଧାରେ ବନ୍ଦ ହେଲା ଜନଶୁଣାଣି

ଆଧୁନିକ ଯୁଗରେ ଲୋକମାନେ ଯେଉଁ ଜୀବନଶୈଳୀ ନିର୍ବାହ କରୁଛନ୍ତି, ତାହା ଦ୍ବାରା କୁଢ଼ କୁଢ଼ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ପରିସ୍ଥିତି ଏପରି ହେଲାଣି ସୁଦ୍ଧ ଜଳ ବା ବାୟୁ ଟିକିଏ ପାଇବାକୁ ସଂଘର୍ଷ କରିବାକୁ ପଡୁଛି। ସହର ବଜାର ପରିସ୍ଥିତି ତ ଅତି ଗମ୍ଭୀର! ତେବେ ଏହି ସବୁ ବର୍ଜ୍ୟବସ୍ତୁର

ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଆବାସ ଓ ରାସ୍ତାଘାଟର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଘେରିଲା ଆପ୍

ଢେଙ୍କାନାଳ ସଦର ଓ ଓ଼ଡାପଡା ବ୍ଲକର ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଆବାସ ଓ ରାସ୍ତା ଘାଟର ସମସ୍ୟା କୁ ନେଇ ଆମ୍ ଆଦମୀ ପାର୍ଟି ର ଶତାଧିକ କର୍ମକର୍ତ୍ତା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l କଳାଙ୍ଗ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-09Institutional Quarantine-NilHome Quarantine-05Local Contacts-NilIn Hospital-04 Block/ULB wise new Positive cases: Sadar block-03 (Talabarkote-3) Hindol block- 02(Patla-1, Nimabahali-1) Dhenkanal

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଓଡ଼।ପଡ଼ା ବ୍ଳକ୍ କଳାଙ୍ଗ ପଞ୍ଚାୟତର ଚାକୁଣ୍ଡ।ନାଳୀ ଗ୍ରାମରେ ୬ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି , ତେବେ ସେମାନଙ୍କ ପାଇଁ କେବଳ ଗୋଟିଏ ନଳକୂପ ରହିଛି ଯାହା ଲୋକଙ୍କ ଆବଶ୍ୟକ କୁ ମେଣ୍ଟାଇ ପାରୁନାହିଁ । ତେଣୁ ଅଞ୍ଚଳ ବାସୀ ଚୁଆ ପାଣି ଉପରେ ନିର୍ଭର ହୋଇ ଅନେକ ରୋଗରେ ପଡ଼ୁଛନ୍ତି ।

ସ୍କୁଲରୁ ଶିକ୍ଷକ ସମେତ ୨୦ ଜଣ କରୋନା ପଜେଟିଭ ଚିହ୍ନଟ ; ସ୍କୁଲ ବନ୍ଦ କଲା ଜିଲ୍ଲା ପ୍ରଶାସନ

ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ସାଜିଛି । ଆଜି ଚିହ୍ନଟ ହୋଇଥିବା ମୋଟ୍ ୬୩୮ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୂରା ପଞ୍ଚାୟତରାଜ ହାଇସ୍କୁଲକୁ ୭ଦିନ ପାଇିଁ ବନ୍ଦ ପାଇଁ

କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ନିମନ୍ତେ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ…

ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁଁ ଧାନ ଫସଲ କରିଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡି ସହାୟତା ଘୋଷଣା କରିବା ସହ ବିକଳ୍ପ ଚାଷ ପାଇଁ ମାଗଣାରେ

ତୁମୁସିଙ୍ଗା ରେ ଦନ୍ତାହାତୀ ଆତଙ୍କ, ୧ ମଇଁଷି ମୃତ ୬ ଗୁରୁତର

ଢେଙ୍କାନାଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ, କେତେବଳେ ଯାଉଛି ହାତୀର ଜୀବନ ତ କେତେବଳେ ଯାଉଛି ମଣିଷ ର । ତେବେ ଦନ୍ତା ର ଆତଙ୍କ ରେ ଫସିଛନ୍ତି ମଇଁଷି ଗୋଠରେ ବନ୍ଧା ହୋଇଥିବା ବେଳେ ଆକ୍ରମଣ କରିଛି ଦନ୍ତା । ଏଭଳି ଅଘଟଣ ଘଟିଛି କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ
error: Content is protected !!