ବାପା ଥିଲେ ରୋଷେୟା , ପୁଅ ଏବେ ଆଇଏସଏସ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଦାସ ଏବଂ ଝରଣା ଦାସ ଙ୍କ ୨ୟ ପୁତ୍ର ଡ଼ଃ ପ୍ରଭାତ ଦାସ ୟୁପିଏସସି ଅଧୀନରେ ଥିବା ଆଇଏସଏସ ୨୦୨୦ ପରୀକ୍ଷାରେ ସଫଳତା ଅର୍ଜନ କରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି ।
ସର୍ଵଭାରତୀୟ ସ୍ତରରେ ଆଇ ଏସ ଏସ ପାଇଁ!-->!-->!-->…