” ପ୍ରାୟଶ୍ଚିତ “
ପ୍ରାୟଶ୍ଚିତ ର ଅଗ୍ନିର ଜ୍ୱାଳାରେଉତ୍ତାପରେ ସିଜି ଯାଏପ୍ରେମିକାର ହୃଦୟରେତଥାବି ପ୍ରାୟଶ୍ଚିତ ଖୋଜେ ତା ପ୍ରେମରେ ||
ଖାଲି ଅନୁତାପ, ଅବସାଦ ଆଉ ଅବଶୋଷବିଦଗ୍ଧ କ୍ଷତାକ୍ତ ହୋଇ ଉଠେମନ ଆଉ ଅଷ୍ଟାଙ୍ଗ ଶରୀର ର ସବୁ ଶୋଷ ||
ଜିଜ୍ଞାସା ଜ୍ୱାଳାରେମନ ଥାଏ ସ୍ବପ୍ନ ସ୍ମଶାନରେ ,ଅଶ୍ରୁ ସବୁ!-->!-->!-->!-->!-->…