ଗଡ଼ିଲା ବସ୍, ଖୋଲିଲା ରୋଜଗାରର ପନ୍ଥା
ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିଲା ବସ୍ । ଘରୋଇ ବସ୍ ମାଲିକ ସଂଘର ଦାବିକୁ ସରକାର ମାନିନେବା ପରେ ତତ୍ପରତା ପ୍ରକାଶ ପାଇଛି । ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହଯାତ୍ରୀଙ୍କୁ ନେଇ ଯାଉଛନ୍ତି ବସ୍ କର୍ମଚାରୀ । ସେହିପରି ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି । ଦୁଇ ମାସର ରୋଡ!-->!-->!-->…