ଆବାସ ପାଇଁ ୨୦ ହଜାର ଲାଞ୍ଚ ମାଗିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ହାତ ଗୁଂଜା ନେଦେଲେ ଘର ଖଣ୍ଡେ ମିଳିବା ସ୍ଵପ୍ନ ହୋଇ ଯାଇଛି। ଥିଲା ଵାଲା ପାଉଛି ଘର ନଥିଲା ଵାଲା ମୁଣ୍ଡ କାନ ଆଉଁସି ରହିବାକୁ ପଡୁଛି।ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଂଚାୟତ ଆନ୍ତର୍ଗତ ରାଜୁଆପାଟଣା ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ ଅନୁସାରେ ପରଘରେ ମୂଲ ନ ଲାଗିଲେ ପେଟକୁ!-->…