ରାସ୍ତା କଡରେ ବିପଦ ସଙ୍କୁଳ ଟେଲିଫୋନ ଖୁଣ୍ଟି, ବଡ଼ଧରଣ ଦୁର୍ଘଟଣା କୁ ଅପେକ୍ଷା !
ବିଏସଏନଏଲ ଲ୍ୟାଣ୍ଡ ଲାଇନ ସେବା, ଦିନେ ଥିଲା ଘରେଘରେ ପରିଚିତ । ଦୂରରେ ଥିବା ସାଙ୍ଗସାଥି ବା ପରିବାର ବର୍ଗଙ୍କ ସହ କଥା ପଦିଏ ହେବାପାଇଁ ଲ୍ୟାଣ୍ଡ ଲାଇନ ଥିଲା ମୁଖ୍ୟ ସ୍ରୋତ । କାଳକ୍ରମେ ଲୋପ ପାଇଲା ଲ୍ୟାଣ୍ଡଲାଇନ, ଆସିଲା ମୋବାଇଲ ଚାହିଦା କମିବା ସଙ୍ଗେସଙ୍ଗେ କମି ଚାଲିଲା ଗ୍ରାହକଙ୍କ!-->!-->!-->…