ଚୋରି ଅଭିଯୋଗ ଆସାମୀ କୋର୍ଟ ଚାଲାଣ
ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସତ୍ୟଜିତ ନାୟକ ଓରଫ ଡିବିରି (୧୮) ନାମକ ଜଣେ ଯୁବକ ତିନୋଟି ଚୋରି ଅଭିଯୋଗରେ ଶନିବାର କାମାକ୍ଷାନଗର ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ କରାରାଇଛି।
ପ୍ରକାଶ ନିକଟରେ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଅନୁସୂଚିତ!-->!-->!-->…