ବ୍ରଜପାତରେ ଗାଈ ସହ ଜଣେ ମୃତ ; ଜଣେ ଗୁରୁତର
ଆଜି ବ୍ରଜପାତରେ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି । ମୃତକ ଜଣକ ହେଲେ ମଠତେନ୍ତୁଳିଆ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ଙ୍କର ପୁଅ ଅଭୟ ବେହେରା (୨୭) ଆଜି ନିଜର ଗାଈ ଖୋଜିବା ନିମନ୍ତେ ବିଲକୁ ଯାଇଥିଲେ , ସେହି ସମୟରେ ହଠାତ ବ୍ରଜପାତ ହୋଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।!-->…