ସାବଧାନ! ତୋଷାମଦକାରୀ ଙ୍କୁ
ସମାଜରେ ବିଭିନ୍ନ ପ୍ରକାର ର ବ୍ଯକ୍ତିବିଶେଷ ବାସ କରନ୍ତି। ବେଳେବେଳେ ସମସ୍ତଙ୍କର ଚିନ୍ତାଧାରା ସମାନ ନଥାଏ। କିନ୍ତୁ କିଛି ବ୍ଯକ୍ତି ଅଛନ୍ତି ଯେଉଁମାନଙ୍କଠାରେ ଅନ୍ଯ ର ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ। ନିଜର ସୁବିଧାହେତୁ ବା ନିଜସ୍ୱ ମତ ନଦେବା ପାଇଁ ଅନ୍ଯ ର ମତାମତ ଉପରେ 'ହଁ'!-->…