ଭାଗିରଥି ସାଗରରୁ ପଙ୍କ ସମ୍ପୂର୍ଣ୍ଣ ନିଷ୍କାସନ ନକଲେ ଆନ୍ଦୋଳନ କରିବ ସୁରକ୍ଷା ସମିତି
ଭାଗିରଥି ସାଗରରୁ ପଙ୍କ ମାଟି ସମ୍ପୂର୍ଣ୍ଣ ବାହାରକୁ ନିଷ୍କାସନ କରାଯିବାପାଇଁ ଅନୁରୋଧ କରିଛି ଭାଗିରଥି ସାଗର ସୁରକ୍ଷା ସମିତି l ତିନି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଭାଗିରଥି ସାଗର ଚତୁର୍ପାଶ୍ୱରେ ବସବାସ କରୁଥିବା ସ୍ଥାନୀୟ ଲୋକମାନେ l!-->…