News
lipub
samparksetu

ମୋ ଭଉଣୀ ଚିନୁ

ଅଭୁଲା ଅତୀତ ଅକୁହା କଥା ମନେ ପଡ଼ିଯାଏ ଅତୀତ ର କଥାମଧ୍ୟବିତ୍ତ ପରିବାର କୁ ତିନି ଭାଇ ଭଉଣୀ ହେଲେ ସମସ୍ତଙ୍କୁ ଆଦର କରେଏମିତି ମୋ ସୁନା

ମରଣ ଜନ୍ତା ପାଲଟିଛି ୫୩ ନଂ ଜାତୀୟ ରାଜପଥ, ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ନିକଟରେ ଆଜି ବାଇକ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସୂଚନା ଅନୁଯାୟୀ ବାରିହାପୁର ଗ୍ରାମର

ସୁଇସାଇଡ଼ ନୋଟ ଲେଖି, ଛାତ୍ରଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୟାମ୍ପସ ପରିସର ଭିତରେ ଅଘଟଣ । ପରୀକ୍ଷା ରେ ଭଲମାର୍କ ନ ରଖିପାରିବାରୁ ଆତ୍ମହତ୍ୟା କରିଛନ୍ତି ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ । ଏହା ସେ ନିଜେ ତାଙ୍କ ସୁଇସାଇଡ଼ ନୋଟ ରେ ଲେଖାଥିବାର

ଜଙ୍ଗଲ ଭିତରୁ ବୃଦ୍ଧଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ସୂଚନା

ଥମୁନି ମଣିଷ ହାତୀ ଲଢେଇ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଜୀବନ । ଏଭଳି ଘଟଣା ବିଭିନ୍ନ ଅଂଚଳରୁ ପ୍ରାୟ ପତ୍ୟେକ ସାମ୍ନା କୁ ଆସିବାରେ ଲାଗିଛି । ଏଭଳି ଏକ ଅଘଟଣ ଘଟିଛି ହିନ୍ଦୋଳ ଅଞ୍ଚଳର ଆଳୁସିଂହ ଅଞ୍ଚଳରେ । ଗତକାଲି ସେହି ଗ୍ରାମର ଅଚ୍ୟୁତ ସାହୁ ନିକଟସ୍ଥ ଜଙ୍ଗଲ କୁ ଯାଇ

ବିଶ୍ୱ ମାତୃ ଦିବସ

ସବୁ ଦିବସ ଅଟେ ମୋ ମାତୃ ଦିବସ ତାଙ୍କ ପାଦେ ମୋ ପ୍ରଣତିତାଙ୍କ ପାଦତଳେ ଏ ଭକ୍ତି ମୋର ଥାଉ ମିଳୁ ମୋତେ ଏ ଶକତି ll ଶାସନ ତାଙ୍କ ଅଟେ ଶୃଙ୍ଖଳାର ଜ୍ଞାନ

ମା ମୋ ମା

ମାତୃ ଦିବସର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।"ମାଆ ମା, ଯିଏ ଆମକୁ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଉଚିତ୍ ସମୟରେ ଏହି ପୃଥିବୀ ପୃଷ୍ଠରେ ଆବିର୍ଭାବ କରାଇଲା ସିଏ ହେଉଛି ଆମ ମା । ମା ବିଷୟରେ କଣ ବା ଆମେ ଲେଖି ପାରିବ,ସିଏ ତ ଆମକୁ ଆମ ହାତଧରି ଲେଖିବା ସିଖାଇଲା, ସିଏ ତ ଚାଲି

ବୋଉ ପ୍ରଣାମ…..

ବିଶ୍ଵ ମାତୃତ୍ୱ ଦିବସ ଉପଲକ୍ଷେ ତୁମ ପାଇଁ ପଦ ଟିଏ ଲେଖୁଛି । ଛୋଟ ବେଳଠୁ ଆଜିଯାଏଁ ତମେ ମୋର ଯେତିକି ଅଳି ଅର୍ଦ୍ଦଳି ସହିଛ, ମତେ ଯେତେ ସ୍ନେହ ଦେଇଛ, ତା ଆଗରେ ମୁଁ ଯାହା ଲେଖିଲେ ବି କମ ହବ I ତୁମ ଠାରୁ ଜୀବନରେ ମୁଁ ବହୁତ୍ ଜିନଷ ଶିଖିଛି । ସବୁଠାରୁ ବଡ଼

ମୋବାଇଲ ଵିସ୍ପୋରଣ ରେ ନାବାଳକ ଗୁରୁତର

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମରେ ଅଘଟଣ ମୋବାଇଲ ଫାଟି ନାବାଳକ ଆହତ । ସୂଚନା ଅନୁଯାୟୀ ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହୁରୀ ମୋବାଇଲ କୁ ଚାର୍ଜ ଲଗାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେମ ଖେଳିବାରେ ଲାଗିଥିବା ବେଳେ ହଠାତ ମୋବାଇଲ ଟି ଫାଟି ଯାଇଥିଲା ତେବେ ଆହତ ହେବାରୁ ତାଙ୍କୁ

ବାବନ୍ଧ ଗ୍ରାମକୁ ଅଭିଶାପ ଖଣି ଖାଦାନ : ବଢୁଛି କିଡନୀ ରୋଗ,ଲୋକଙ୍କ ମୃତ୍ୟୁ ପରେ ବି ଚେତୁନି ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ଗ୍ରାମବାସୀ ମାନଙ୍କ ପାଇଁ ଖଣି ଖାଦାନ ପାଲଟିଛି ଅଭିଶାପ । ଖଣି ଖାଦାନ ଖୋଳି ମାଫିଆ ମାନେ ଲାଭବାନ ହେଉଥିବା ବେଳେ ଗରୀବ ନିରୀହ ଅସହାୟ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା

ଏନଏଚଆରସି, ଏନସିପିସିଆର ଓ ଓଏଚଆରସି ର ହସ୍ତକ୍ଷେପ ସତ୍ୱେ, ଅନ୍ଧାର ଘେରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ

ଢେଙ୍କାନାଳ ପୌରପାଳିକା ୩ ନମ୍ୱର ୱାର୍ଡ ରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ର ଅଗ୍ରଗତି କୁ ନେଇ ଜାତୀୟ ମାନବାଧିକାର କମିଶନ ଙ୍କ ଜିଲ୍ଲାପାଳ ଙ୍କ ଠାରୁ ୪ ସପ୍ତାହ ମଧ୍ୟ ରେ ଆକ୍ସନ ଟେକେନ୍ ରିପୋର୍ଟ ମଗା ଯାଇଥିବାର ଜଣାଯାଇଛି । ସୂଚନା ଅନୁଯାୟୀ ସୁପ୍ରିମ
error: Content is protected !!