୨୦୨୨ କୁ ସ୍ଵାଗତ
ଏମିତି ସମୟ ଚାଲିଥାଏ ଅବର୍ଷ ପରେ ବର୍ଷ ବିତିଯାଏକେତେ ଯା ଆସ ଲାଗିଛି ନିଇତିମନ ଜାଣେ, ହେଲେ ଭୁଲିଯାଏ l
ଜୀବନ ଯଜ୍ଞରେ ଶ୍ଲୋକ ଦୁଇସୁଖ ଦୁଃଖ ନାମେ ଲେଖା ହୋଇବାର ବାର ଉଚ୍ଚାରିତ ହେଉଛନ୍ତିପୂର୍ଣ୍ଣାହୁତି ଯାଏଁ ଯିବେ ନେଇ l
ଆହା କି ସୁନ୍ଦର ଏ ସଂସାରଭଳି ଭଳି ରଙ୍ଗ ତା!-->!-->!-->!-->!-->!-->!-->…