ପଞ୍ଚାୟତ ରାସ୍ତା ବର୍ଷା ଦିନେ ନଦୀ ଓ ଅନ୍ୟ ଦିନେ ଜଳାଶୟ !
ଓଡାପଡା ବ୍ଲକ କଳାଙ୍ଗ ପଞ୍ଚାୟତ ନୂଆ ସାହି ମୁଖ୍ୟ ରାସ୍ତା ଉପରେ ପ୍ରାୟ ସମୟ ଜଳ ମଗ୍ନ ରହୁଛି l ବର୍ଷା ଦିନେ ନଦୀ ର ରୂପ ନେଉଥିବା ବେଳେ ଅନ୍ୟ ଦିନେ ଜଳାଶୟ ରୂପ ନେଉଛି l ଫଳରେ ଗାଁ ଲୋକଙ୍କ ସହିତ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦିଓ ଗତ କାଲି!-->…