ସରକାରୀ ସହାୟତା ଶ୍ରୀବତ୍ସ ଙ୍କ ପାଇଁ ସାତ ସପନ
ବିକାଶ ନାଁ ରେ ଡିଣ୍ଡିମ ପିଟୁଥିବା ସରକାର ଲୋକଙ୍କ ସମସ୍ୟା ସମାଧାନ ପ୍ରତି କେତେ ପ୍ରତିଶ୍ରୁତି ବଦ୍ଧ ତାହା ସନ୍ଦେହ ସୃଷ୍ଟି କରୁଛି। ଭିନ୍ନକ୍ଷମ, ବୟୋଜ୍ୟେଷ୍ଠ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଘୋଷଣା ପରେ ଘୋଷଣା କରୁଥିଲେ ମଧ୍ୟ ଆଜି ବି ସେମାନେ ଦୁଃସ୍ଥ ଦୟନୀୟ!-->…