ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ମlର୍ଥ।ପୁର ବାଲିଘାଟକୁ କେନ୍ଦ୍ର କରି ଖଣ୍ଡା ଓ ଭୁଜାଲିରେ ଉଭୟ ଗୋଷ୍ଠି ମୁହଁ।ମୁହିଁ ୬ ଜଣ ଆହତ ।ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକଙ୍କ ଆକ୍ରମଣ ରେ ଗାଁର ଗୁରୁତର ମାନେ ହେଲେ ଗାଁର ସଂଜିତ ବାରିକ, ତାଙ୍କର ବାପା ସର୍ବେଶ୍ବର ବାରିକ୍ ଓ ଶିବ ପ୍ରସାଦ ବାରିକ ଆହତ ହୋଇ ଭୁବନ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ସେହିପରି ପାଲଟା ଆକ୍ରମଣରେ ଅନ୍ୟ ଗୋଷ୍ଠୀର ମଧ୍ୟ ୩ଜଣ ଆହତ ହୋଇ ଜିର।ଳ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
ପରେ ତାଙ୍କୁ ଢେ଼ଙ୍କାନାଳ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ସେମାନେ ହେଲେ ପ୍ରତାପ ବେହେରା, ରାଜୀବ ଲୋଚନ ବେହେରା, ନୃସିଂହ ସାମଲ ସେମାନଙ୍କ ମଧ୍ୟରୁ ପ୍ରତାପ ବେହେରା ଗୁରୁତର ଭାବରେ ଆହତ ହୋଇଛନ୍ତି ।ପୋଲିସ ଘଟଣାର ତଦନ୍ତ କରୁଛି ।
