News
lipub
samparksetu

ବିଜେପି ମହିମା ମଣ୍ଡଳ ଜୋରନ୍ଦା କାର୍ଯ୍ୟକାରିଣୀ ବୈଠକ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ ବିଜେପି ମହିମା ମଣ୍ଡଳ ଜୋରନ୍ଦା ତରଫରୁ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ ତତ୍ୱାବଧନାରେ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ।

ଏହି ବୈଠକରେ ବିଷ୍ଣୁ ପ୍ରସାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶାଳ ମହା ଜନସମ୍ପର୍କ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ୩୦ମଇ ରୁ ୩୦ ଜୁନ ଏକ ମାସ ପର୍ଯ୍ୟନ୍ତ ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର, ବୁଥ ସ୍ତରରେ କାର୍ଯ୍ୟକ୍ରମ କିପରି କରାଯିବ । ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ସାନମାନୀୟ ଅତିଥି ଭାବେ ଏମଜେ ମହିମା, ମହିମା ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଶରତ ରାଉତ, ଭୀମସେନ ନାୟକ, ସୁରେଶ ରାଉତ, ସମରେନ୍ଦ୍ର ମହାନ୍ତି, ବିରଞ୍ଚି ନାରାୟଣ ସାହୁ, ସିଦ୍ଧାର୍ଥ ଶଙ୍କର ସାମଲ, ସୁଦର୍ଶନ ସ୍ତମ୍ଭ, ରାଜୀବ ଲୋଚନ ସ୍ୱାଇଁ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

new life
You might also like
error: Content is protected !!