News
lipub
samparksetu

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ; ଜଣେ ଆହତ ଜଣେ ଗୁରୁତର

କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ଅନ୍ତର୍ଗତ ମହୁଲପାଳ ଗ୍ରାମ ର ୨ ଜଣ ବ୍ୟକ୍ତି କାମାକ୍ଷାନଗର ଆସୁଥିବା ବେଳେ କନ୍ତାରିପାଟ ଠାରେ ଭାରସାମ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କ ମଧ୍ୟରୁ ବସନ୍ତ ପ୍ରଧାନ (୨୨) ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରଯାଇଛି।

new life
You might also like
error: Content is protected !!