News
lipub
samparksetu

କୂଅରେ ପଡ଼ି ହରିଣର ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳାବେରେଣୀ ବନପାଳ ଅଧିନ ଅଁଳାବେରେଣୀ ପଞ୍ଚାୟତ ଖୁଣ୍ଟାବାଟ୍ଟୀ ଗ୍ରାମ ନିକଟରେ ରେ ଗୋଟିଏ ହରିଣ କୁକୁର ଆକ୍ରମଣରେ ଶିକାର ହୋଇ କୂଅରେ ପଡି ମୃତ୍ୟୁ ବରଣ କରିଛି।

ଆଜି ସକାଳୁ ହରିଣଟି ଖାଦ୍ୟ ଅନ୍ୱେଷଣରେ ବସ୍ତିମୁହାଁ ହୋଇ କୁକୁରମାନଙ୍କ ହାବୁଡ଼ରେ ପଡ଼ିଥିଲା। କୁକୁର ଆକ୍ରମଣ କରିବାରୁ କୂଅ ରେ ପଡିଯିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଅଁଳାବେରେଣୀ ବନପାଳଙ୍କୁ ସୂଚନା ଦେଇଥିଲେ।

new life
You might also like
error: Content is protected !!