News
lipub
samparksetu

କରେଣ୍ଟ ଲାଗି ଯୁବକ ଙ୍କ ମୃତ୍ୟୁ

LI Point କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନ ଥାନା ଗୋବିନ୍ଦ ବିଦ୍ୟିଧରପୁର ଗ୍ରାମର ପବିତ୍ର ମଲ୍ଲିକ। ସେ ଆଜି ସକାଳେ ସୌଚପାଇଁ ରାମିଆଳ ନଦୀକୁ ଯାଇଥିବା ବେଳେ LI Point ରେ ଲାଗିଥିବା କରେଣ୍ଟ ସଂସ୍ପର୍ଶ ରେ ଆସିଯାଇଥିଲେ।

ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ଦେଖିଲାବେଳକୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଉଦ୍ଧାର କରି ପୋଲିସକୁ ଯଣାଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇିଁ କାମାକ୍ଷାନଗର ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!