News
lipub
samparksetu

ହାତୀ ଆକ୍ରମଣ ରେ ମହିଳା ଗୁରୁତର !

ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ମାଧପୁର ଗାଁରେ ଆଜି ସକାଳୁ ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ ର ଶିକାର ହୋଇଥିବାର ଖବର ଆସିଛି। ସେହି ଗାଁ ର ଦୁଲଣା ବେହେରା ଘର ପଛ ପାଖ ଆମ୍ବ ବଗିଚା କୁ ଆମ୍ବ ପାଇଁ ଯାଇ ଥିବା ବେଳେ ତାଙ୍କୁ ଏକ ଜଂଗଲୀ ଦନ୍ତା ହାତୀ ତାଙ୍କୁ କଚାଡି ଦେଇଥିଲା।

ତାଙ୍କୁ ପ୍ରଥମେ ହିନ୍ଦୋଳ ଏବଂ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଅଧିକ ଗୁରୁତର ହେନାରୁ ତାଙ୍କୁ ଅନୁଗୋଳରୁ କଟକ କୁ ସ୍ଥାନାନ୍ତର କରାଯାଇଛି।

new life
You might also like
error: Content is protected !!