News
WhatsApp Image 2023-10-04 at 17.25.00
samparksetu

ରୋଗରୁ ମୁକ୍ତି ପାଇଁ ଚେଙ୍କ ଚିକିତ୍ସା ଘଟଣା ,ଗ୍ରାମରେ ପହଁଞ୍ଚିଲା ପୋଲିସ ,ପ୍ରଶାସନ ଓ ଡାକ୍ତର ଟିମ୍

ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଅବା ପ୍ରଶାସନ ଅଭହେଳା ଯୋଗୁଁ ବିକାଶର ଧାରା ନ ପହଞ୍ଚିବା କାରଣରୁ ପେଟ ରୋଗ , ଅଣ୍ଟା ରୋଗ, ମୁଣ୍ଡ ଓ ସାପ କାମୁଣ୍ଡିବା ଓ ଝାଡା ବାନ୍ତି ରୋଗର ନିରାକରଣ ପାଇଁ କଙ୍କଡ଼ାହାଡ଼ ବ୍ଲକ୍ କୁମ୍ଭୀରୀ ମୁଣ୍ଡା ଏକ କୁଡ଼ମୀ ସଂମ୍ପ୍ରଦାୟର ଅନ୍ଧବିଶ୍ୱାସକୁ ଭରଷା କରି ଲୁହା ଓ ତମ୍ବା ତାରରେ ନିଆଁ ଚେଙ୍କ ଦେଇ । ରୋଗୀକୁ ଭଲ କରୁଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଏହାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଉପଜିଲ୍ଲା ପାଳ ଜ୍ୟୋତିଶଙ୍କର ସାହୁ ଘଟଣା କୁ ତଦନ୍ତ କରି ସ୍ଥାନୀୟ ପ୍ରଶାସନ , ପୋଲିସ୍ ଓ ଡାକ୍ତର ଟିମ୍ ଉକ୍ତ ଗ୍ରାମକୁ ଯାଇ ଲୋକ ମାନଙ୍କୁ ସଚେତନା କରିବା ସହ ସରକାରଙ୍କର ସମସ୍ତ ଯୋଜନା ପହଁଞ୍ଚାଇବା ସଂପର୍କରେ ଆଲୋଚନା କରିଥିଲେ। କଙ୍କଡ଼ା ହାଡ଼ ତହସିଲ୍ ଦାର ଥାନା ଅଧିକାରୀ ବିରାଶାଳ ଓ କଙ୍କଡ଼ା ହାଡ଼ ଡାକ୍ତର ଟିମ୍ ଉପସ୍ଥିତ ଥିଲେ।

new life
You might also like
error: Content is protected !!