News
lipub
samparksetu

କ୍ରସର ବନ୍ଦ ଦାବିରେ ୧୮ଦିନରେ ପହଁଚିଲା ଧାରଣା

ଗଁଦିଆ ତହସିଲ ଅନ୍ତର୍ଗତ ଶ୍ରୀମନ୍ତପୁର ଓ ନୂଆ କଷ୍ଟିପାଳ ଗ୍ରାମବାସୀ ମାନେ ଆଜକୁ୧୮ଦିନ ଧରି ତାଙ୍କ ଗ୍ରାମବାସୀ ମାନେ ଧାରଣାରେ ବସିଛନ୍ତି ।

ତାଙ୍କ ଗ୍ରାମ ନିକଟସ୍ଥ ଜଗବନ୍ଧୁ ଏଣ୍ଟର ପ୍ରାଇଜେସ ସଂସ୍ଥା ପକ୍ଷରୁ ବସା ଯାଇଥିବା କ୍ରସର ଇଉନିଟ କୁ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଆଜି ଉକ୍ତ ଗ୍ରାମବାସୀ ମାନଙ୍କର ଦାବିକୁ ସମ୍ପୂର୍ଣ ଭାବେ ସମର୍ଥନ ଜଣାଇ ଗଁଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂହ ଏହି ଧାରଣାରେ ଯୋଗ ଦେଇଥିଲେ । ଯଦି ପ୍ରଶାସନ ତୁରନ୍ତ ଏହିସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ ନକରେ ତାହାଲେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି ।

new life
You might also like
error: Content is protected !!