News
lipub
samparksetu

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ,ଜଣେ ଆହତ

ଶନିବାର ଦିନ ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ହିରୋ ବାଇକ୍ ସୋରୁମଠାରେ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଅଁଳାବେରେଣୀ ବଜାରର ସନ୍ତୋଷ ପଣ୍ଡାଙ୍କ ପୁଅ ଜ୍ଞାନୀ ପ୍ରକାଶ ପଣ୍ଡା (୩୭) ଓ ଦେବାନନ୍ଦ ହୋତାଙ୍କ ପୁଅ ସୌମ୍ୟରଞ୍ଜନ ହୋତା(୩୪) ଏକ ବୁଲେଟରେ ପଣ୍ଡୁଆ ଆସୁଥିବା ବେଳେ ରାସ୍ତାରେ ବୁଲୁଥିବା ଜଣେ ମାନସିକ ବିକୃତ ଯୁବକ ହଠାତ୍ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା।

ଆହାତ ଜ୍ଞାନୀଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଓ ମାନସିକ ବିକୃତ ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନିଆଯାଇଛି। ସୂଚନା ଥାଉ କି ଆହାତ ଜ୍ଞାନୀ ଅଁଳାବେରେଣୀ ବଜାରସ୍ଥିତ ପଣ୍ଡା ମେଡିସିନ ଷ୍ଟୋର ମାଲିକଙ୍କ ସନ୍ତ ପଣ୍ଡାଙ୍କ ସାନ ପୁଅ।

new life
You might also like
error: Content is protected !!