News
lipub
samparksetu

ବିପଦ ସଙ୍କୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ଲାଇନ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ପାତ୍ରଭାଗ ଗୋଡିସାହିରେ ବିଦ୍ୟୁତ ବିଭାଗ ତରଫରୁ କୌଣସି ଡିପି ବକ୍ସ ନଥାଇ ସିଧାସଳଖ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବାରୁ ଅସନ୍ତୋଷ ଦେଖବାକୁ ମିଳିଛି ।

ପାତ୍ର ଭାଗରେ ଥିବା ଉପଭୋକ୍ତାଙ୍କ ଅଭିଯୋଗ ଅନିସାରେ ଏଲଟି ଲାଇନରୁ ସିଧାସଳଖ ବିଦ୍ୟୁତ ଯୋଗାଣ ହେଉଛି ଡିପି ବକ୍ସଟି ପୋଡି ଯାଇଥିବାରୁ ଏହାକୁ ଡାଇରେକ୍ଟ କରି ଦିଆଯାଇଛି ।ଫଳରେ ବିଦ୍ୟୁତ ପ୍ରବାହ ଦ୍ବାରା କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

new life
You might also like
error: Content is protected !!