News
lipub
samparksetu

ଚାରୋଟି ସେଚ୍

ମଣିଷ  ଆଜି ମଣିଷ ହୋଇଛି
ଏଇ ମଣିଷ ପାଇଁ
ମଣିଷ ଆଜି ଅମଣିଷ ସାଜିଛି
ଏଇ ମଣିଷ ପାଇଁ ।।

ମଣିଷ ଆଜି ଉନ୍ନତି କରିଛି
ଏଇ ମଣିଷ ପାଇଁ
ମଣିଷ ଆଜି  ରସାତଳିକି ଯାଇଛି
ଏଇ ମଣିଷ ପାଇଁ ।।

ମଣିଷ କାଲିବି ପୋଥି ରଚୁଥିଲା
ଏଇ ମଣିଷ ପାଇଁ
ମଣିଷ ଆଜିବି  ଗ୍ରନ୍ଥ ଲେଖୁଛି
ଏହି ମଣିଷ ପାଇଁ।।

ମଣିଷ ଆଜି ଏଇଠି ପହଞ୍ଚିଛି
ଏଇ ମଣିଷ ପାଇଁ
ମଣିଷ କାଲିକି ନଥିବ ବି
ଏଇ ମଣିଷ ପାଇଁ ।।

✍️ସୁଦିପା ସାହୁ

new life
You might also like
error: Content is protected !!