News
lipub
samparksetu

ଗଁଦିଆ ବ୍ଲକରେ ବୁଲିଲା କୃଷିରଥ

ଗଁଦିଆ ବ୍ଲକରେ କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା ଅଭିଯାନ ପରିପେକ୍ଷିରେ ଉକ୍ତ ବି ବିଭାଗ ପକ୍ଷରୁ ୮ ତାରିଖରୁ ଉକ୍ତ ରଥ ବ୍ଲକର ବି ବିଭିର୍ଣ୍ଣ ଅଂଚଳ ବୁଲିବା ଆରମ୍ଭ କରିଛି । ଏହି ସଚେତନତା ଅଭିଯାନ ୭ ଦିନ ଧରି ଚାଲିବ ଏହି ପରିପେକ୍ଷିରେ ଗଁଦିଆ ଓ ପୋରୁହଖୋଜ ଗ୍ରାମ ପଂଚାୟତ ରେ ଏହି ରଥ ପରିକ୍ରମା କରିଥିଲା ।

ଏହାକୁ ବ୍ଲକ ବିଜେଡ଼ି ସଭାପତି ବିଶ୍ୱନାଥ ଜେନା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ଗ୍ରାମାଞ୍ଚଳ ଚାଷୀ ମନେ କିପରି ଵୈଜ୍ଞାନିକ ପଦ୍ଧତିରେ ଚାଷ କରି ଅଧିକ ଲାଭବାନ ହେବେ ତତ ସହିତ ସରକାର ଙ୍କ ପକ୍ଷରୁ କୃଷିର ଉର୍ଣ୍ଣତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ର ସୁଫଳ କିପରି ଚାଷୀ ପାଖରେ ପହଁଚି ପାରିବ ଓ ସେ ତାର ଲାଭ ପାଇବ ତାହାରି ଉପରେ ମୁଖ୍ୟତଃ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ଉକ୍ତ ରଥ ବ୍ଲକର ୨୯ ଗୋଟି ପଂଚାୟତ ବୁଲି ବାସହ ସନ୍ଧ୍ୟା ବେଳେ ବିଭିର୍ଣ୍ଣ ଛକ ତଥା ବଡ଼ ବଡ଼ ଗ୍ରାମରେ ଭିଡିଓ ମାଧ୍ୟମରେ ବିଭିର୍ଣ୍ଣ କାର୍ଯ୍ୟକ୍ରମ ପଦର୍ଶିତ କରାଯାଉଛି ।

new life
You might also like
error: Content is protected !!