News
WhatsApp Image 2023-10-04 at 17.25.00
samparksetu

ପବିତ୍ର ଇଦ ଅବସରରେ ଘରେ ବନାନ୍ତୁ ଚକୋଲେଟ ସେକ

ଚକୋଲେଟ ସେକ ପାଇଁ ଆବଶ୍ୟକୀୟ ସାମଗ୍ରୀ:

୧ କଦଳୀ

୧ କପ କ୍ଷୀର

ଦେଢ଼ କପ କ୍ରିମ

୩ ଟେବୁଲ ସ୍ପୁନ କାଜୁ

୨ ଚାମଚ କୋକୋ ପାଉଡ଼ର

୨ ଟେବୁଲ ସ୍ପୁନ ଡାର୍କ ଚକୋଲେଟ

ପ୍ରସ୍ତୁତି:

ସେକ ତିଆରି କରିବା ପାଇଁ ପ୍ରଥମେ ଡାର୍କ ଚକୋଲେଟକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ଗ୍ରାଇଣ୍ଡରରେ କଦଳୀ, କ୍ଷୀର, କାଜୁ ସହ ଏହି ଚକୋଲେଟ ଗୁଣ୍ଡ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ । ପରେ ଏଥିରେ କୋକୋ ପାଉଡର ମିଶାଇ ପୁଣି ଥରେ ଗ୍ରାଇଣ୍ଡ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମନ ପସନ୍ଦ ଡାର୍କ ‘ଚକୋଲେଟ ସେକ’। ଏହାକୁ ଆପଣ ଏବେ ଗ୍ଲାସରେ ବାହାର କରି ସର୍ଭ କରିପାରିବେ ।

new life
You might also like
error: Content is protected !!