News
WhatsApp Image 2023-10-04 at 17.25.00
samparksetu

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ମିକି

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ତାଳଡ଼ଙ୍ଗା ଗ୍ରାମର ସୁମନ୍ତ କୁମାର ସାହୁ ଏବଂ ମିଲି ସାହୁ । ଉଭୟ ଦମ୍ପତି ନିଜ ଝିଅ ମିକିର ୪ର୍ଥ ଜନ୍ମ ଦିନ ଅବସରରେ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କୁ ଚକଲେଟ ଓ କେକ୍ ଖୁଆଇଥିଲେ । ତାଙ୍କର ଜନ୍ମ ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ଅଜା ହଳଧର ସାହୁ ଏବଂ ଆଇ ପୁଷ୍ପଲତା ସାହୁ , ସାହୁ ପରିବାର ବର୍ଗ ପକ୍ଷରୁ ମିକିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦ ଜ୍ଞାପନ କରାଯାଇଛି ।

new life
You might also like
error: Content is protected !!