News
lipub
samparksetu

ଅଗ୍ନିକାଣ୍ଡ ଘଟି ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆ ପାଳ ପଞ୍ଚାୟତ ଦୋମୁହାଁଣି ଗ୍ରାମର ଗେଲେହି ପଶି ସାହିରେ ସୁଦର୍ଶନ ବେହେରା ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଏହି ଅଗ୍ନିକାଣ୍ଡ ରେ ପ୍ରାୟ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି । ପରଜଙ୍ଗ ଅଗ୍ନିଶମ ବିଭାଗ ଯାଇ ନିଆଁ ଆୟତ କରିବା ପରେ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ପାଇଁ କେହି ସରକାରୀ ଅଧିକାରୀ ଆସିନାହାନ୍ତି ଓ ପଞ୍ଚାୟତ ତରଫରୁ କୌଣସି ସାହାଯ୍ୟ କରାଯାଇ ନାହିଁ।

new life
You might also like
error: Content is protected !!