News
lipub
samparksetu

ବେକରୁ ଝାମ୍ପିନେଲେ ସୁନାଚେନ୍

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଛକରେ ଆଜି ଜଣେ ମହିଳାଙ୍କ ବେକରୁ କେହି ଦୁର୍ବୃତ୍ତ ଆସି ସୁନାଚେନ୍ ଝାମ୍ପି ନେଇଛନ୍ତି ।

ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନ ପ୍ରାୟ ଗୋଟିଏ ବେଳେ ମହିଷାପାଟର ଜଣେ ମହିଳା ତାଙ୍କ ପୁଅକୁ ସ୍କୁଲରୁ ନେବା ପାଇଁ ଆସିଥିଲେ ।ସ୍କୁଲରୁ ପୁଅକୁ ଧରି ଫେରୁଥିବା ବେଳେ ମହିଷାପାଟ ଛକ ନିକଟରେ ୨ଜଣ ଯୁବକ ଆସି ,ମହିଳା ସ୍କୁଟି ଚଳାଉଥିବା ବେଳେ ବେକରୁ ଚେନଟିକୁ ଝାମ୍ପିନେଇ ସେମାନେ ପଳାଇ ଯାଇଥିଲେ । ଏହି ଅଞ୍ଚଳରେ ଆଗରୁ ଅନେକ ଥର ଚୋରି ହୋଇଛି ।

new life
You might also like
error: Content is protected !!