News
lipub
samparksetu

ଗଛ

      ଗଛ ଆମକୁ ଦିଏ ଜୀବନ
      କରିବା ଆସ ତାର ଯତନ
      ରହିଛି ତାର ବହୁ ଉପକାର
     ଜାଣିବା ଆସ ତା ଗୁଣ ମଧୁର
      ତା ବିନା ଏ ଜଗତ ନାହିଁ
                   
      ଜଙ୍ଗଲକୁ ଆମେ କାଟିବା ନାହିଁ….
      ସେ ନ ଥିଲେ ଯେ ହୁଏନି ବର୍ଷା
       ତା ପରେ ବଢ଼େ ଦୁଃଖ ଦୁର୍ଦ୍ଦଶା
       ଅମ୍ଳଜାନକୁ ଦିଏ ସେ ଜନ୍ମ
        ମଣିଷ କରେ ତାକୁ ସେବନ
        ଡାଳପତ୍ରକୁ ତାର ଜଳାଏ
      
         ଫଳ ମୂଳରେ ପେଟ ପୂରାଏ
          ପଶୁପକ୍ଷୀଙ୍କ ସିଏ ଯେ ବାସ
          କାଟିଲେ ହେଇବ ସୃଷ୍ଟି ବିନାଶ
         ପଡିଆରେ ଆମେ ଲଗାଇ ଗଛ
         ପରିବେଶ କୁ ଆମେ କରିବା ସ୍ଵଛ!
   
✍️ଶୁଭସ୍ମିତା ଦାସ

new life
You might also like
error: Content is protected !!