News
lipub
samparksetu

କୂଅରେ ପଡି ଯୁବକଙ୍କ ମୃତ୍ୟୁ

ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଇନ୍ଦ୍ରମଣି ସାହୁ (୪୮) ନିଜର ଖୋଲା କୂଅରେ ଘରକୁ ଉକ୍ତ କୂଅରୁ ପାଣି ନେବା ନିମନ୍ତେ ଏକ ଟୁଲୁ ପମ୍ପ ଲଗାଉଥିବା ସମୟରେ ,କୂଅରେ ପଡ଼ିଥିବା ସିମେଣ୍ଟ ଵିମ ଟି ହଠାତ ଭାଙ୍ଗିଯିବା ଫଳରେ ସେ ଗୁରୁବାର କୂଅରେ ଖସି ପଡ଼ିଥିଲେ ।

ପରିବାର ଲୋକ ଓ ଗ୍ରାମବାସୀ ମାନେ ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ କିନ୍ତୁ ତାଙ୍କର ଜୀବନ ବଞ୍ଚ।ଇ ପାରି ନଥିଲେ । ଖବର ପାଇ ନିହାଲପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି, ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

new life
You might also like
error: Content is protected !!